ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା  ପ୍ରଶଂସା ଉପରେ ପ୍ରଶଂସା । ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଉଛନ୍ତି ନିଜର କମାଲ । ଭେଟନ୍ତୁ ଏଇ ପ୍ରତିଭାବାନ ଛାତ୍ରଙ୍କୁ ।