Advertisment

ଘେରିଗଲେ ବିରୋଧୀ, ଗୃହ ମୁଲତବୀ

ଆଜି ବି ଚାଲିପାରିଲାନି ବିଧାନସଭା.. ଗୃହ ଭିତରେ ବିରୋଧୀଙ୍କ ହଟ୍ଟଗୋଳ ସାଙ୍ଗକୁ ଶାସକ ବିଜେଡି ବିଧାୟକମାନେ ବି ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି.. ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ବାଚସ୍ପତିଙ୍କ ପୋଡିୟମ ଘେରିଥିବା ବେଳେ ବିଜେପି ମଧ୍ୟ ପୋଷ୍ଟର କଳା ଗାମୁଛା ପକାଇ ବିରୋଧ ପ୍ରଦର୍ଶନ କରିଛି..

MLA Odisha Assembly Congress BJP Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ