By: Pallipuspa Samal
Last updated: 20 November 2022, 11:06 AM IST
ହତ୍ୟା ମାମଲାରେ ଜେଲ୍ ଗଲେ ବାପା-ମାଆ-ଭାଇ। ଏବେ ଅସହାୟ ଅବସ୍ଥାରେ ବଂଚୁଛନ୍ତି ଦୁଇ ଭଉଣୀ...ଖାଇବାକୁ ନାହିଁ କି ଘର ନାହିଁ। ଦିନ ଯେତିକି ବଢୁଛି, ସାନ ଭଉଣୀର ପେଟର ଯନ୍ତ୍ରଣା ସେତିକି ବଢୁଛି। ସାହାଯ୍ୟ ପାଇଁ ଦୁଇ ଭଉଣୀ କରୁଛନ୍ତି ପ୍ରାର୍ଥନା