Governor
Advertisment
୨ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ସାହେବଙ୍କ ନିବିଡ଼ ଓ ନିଆରା ସଂପର୍କର ଭିନ୍ନ ଏକ କାହାଣୀ । ଗୋଟିଏ କାହାଣୀ ହେଉଛି, ରାଜ୍ୟ ପୋଲିସ ମୁଖ୍ୟାଳୟର, ଅନ୍ୟଟି ରାଜଭବନର । ଅବସରକାଳୀନ ବିଦାୟବେଳେ ଡିଜିପି ଆଲିଙ୍ଗନ କରି ଯେଉଁ ଶ୍ରଦ୍ଧା ଆଉ ସମ୍ମାନ ଜଣାଇଲେ, ତାକୁ ନେଇ ଝାଡୁଦାର ଜଣକ ଭାବବିହ୍ୱଳ ହୋଇଥିବା ବେଳେ ରାଜଭବନରେ ପାଣି ଦେଉଥିବା କର୍ମଚାରୀଙ୍କ ଝିଅ ବିବାହରେ ଅତିଥି ସାଜିଥିବା ରାଜ୍ୟପାଳଙ୍କ ବଡ଼ପଣ ଏବେ ଚର୍ଚ୍ଚାରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us