Advertisment

ଗଠନ ହେବ ଟାସ୍କଫୋର୍ସ

ଖୋର୍ଦ୍ଧା ନିଜିଗଡ଼ ତାପଂଗ ପଞ୍ଚାୟତ ଅଞ୍ଚଳରେ ୫୦୦ ଏକରରୁ ଉର୍ଦ୍ଧ୍ୱ ଜଗନ୍ନାଥ ଜମିରେ ବେଆଇନ ପଥର ଖଣି ଲୁଟ ଘଟଣାକୁ ଗୁରୁତର ସହ ନେଇଛି ଏନଜିଟି। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ଏନଜିଟି। ସଚିବ, ପୋଲିସ ଡିଜି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ ବୈଠକ କରି ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Stone Mining NGT Khordha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ