By: Pallipuspa Samal
Last updated: 22 November 2022, 09:55 AM IST
କୁନି ଝିଅ ବୁଝୁଛି ମାଆର କଷ୍ଟ। ଯେଉଁ ବୟସରେ ସେ ବୁଲିବା କଥା ସେହି ବୟସରେ ଯାତରା ଭିତରେ ବସି ବିକ୍ରି କରୁଛି ବେଲଣା ପିଢା। ପଚାରିଲେ କହୁଛି, ମାଆ ଏକା ଏକା କେତେ ବିକ୍ରି କରିବ? ସାବାସ୍ କୁନିଝିଅ