By: Otv Khabar Bureau
Last updated: 23 November 2021, 05:55 PM IST
୨ ବର୍ଷ ତଳେ ବିବାହ କରିଥିଲେ । ଘରେ ରହିବା ବଦଳରେ ବାହାରେ ଫଟୋ ଧରି ବୁଲୁଛନ୍ତି ବଧୂ। ୩୦ ଘଣ୍ଟା ହେବ ବାହାରେ ବସିଛନ୍ତି । ଘରଲୋକ ଆସିବେ ଘର ବିତରକୁ ନେବେ । କିନ୍ତୁ ଘଟୁନି ଅପେକ୍ଷାର ଅନ୍ତ