Minister Pratap Jena Falls ill
Advertisment
ଅସୁସ୍ଥ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଗତ 28 ତାରିଖ ଦିନ ଠାରୁ କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଜ୍ୱର ହେବା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର Low BP ଥିବା ସୂଚନା ମିଳିଛି ! ପ୍ରତାପଙ୍କୁ ଭୁବନେଶ୍ୱରକୁ ଏୟାର ଲିଫଟିଂ କରାଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us