Advertisment

ଗୋଟିଏ ଫଟୋ କିଣିନିଏ କୋଟିଏ ମନ

ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି। ଯାହାର ଫଟୋ କେହି ଉଠାନ୍ତିନି ତା' ଫଟୋ ରଞ୍ଜନ ଉଠାନ୍ତି। ଆଉ ସେ ଫଟୋକୁ ବନ୍ଧେଇ କରି ଫଟୋରେ ଥିବା ବ୍ୟକ୍ତିଙ୍କୁ ଦେଇ ଦିଅନ୍ତି। ଜୀବନରେ ଆଉ କଣ ଦରକାର କି? ଟିକିଏ ଖୁସି ତ... ଚାଲନ୍ତୁ ଭେଟିବା ଏହି ନିଆରା ମଣିଷଙ୍କୁ...

Advertisment

ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି। ଯାହାର ଫଟୋ କେହି ଉଠାନ୍ତିନି ତା' ଫଟୋ ରଞ୍ଜନ ଉଠାନ୍ତି। ଆଉ ସେ ଫଟୋକୁ ବନ୍ଧେଇ କରି ଫଟୋରେ ଥିବା ବ୍ୟକ୍ତିଙ୍କୁ ଦେଇ ଦିଅନ୍ତି। ଜୀବନରେ ଆଉ କଣ ଦରକାର କି? ଟିକିଏ ଖୁସି ତ... ଚାଲନ୍ତୁ ଭେଟିବା ଏହି ନିଆରା ମଣିଷଙ୍କୁ ...

Advertisment
Strangers Happiness Sharing Loves Ranjan Patra Odish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ