ଦରମା ଟଙ୍କା ଏବଂ ଧାର କରଜ କରି ପକ୍କା ଘରଟିଏ କରିଥିଲେ । ହେଲେ ପରିବାର ଲୋକ ଆର୍ଥିକ ସହଯୋଗ କରିବେ କ’ଣ ବରଂ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି