Advertisment

ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି

ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ ଛାଡୁ-କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି । କେବଳ ସରକାରୀ ଜମି ନୁହଁ ନିଜେ ମଧ୍ୟ ଯାଗା କିଣି ଗଛ ଲଗାଇଛନ୍ତି । ସରକାରୀ ଜମିରେ ଶ୍ରୀନାଥ ପ୍ରାୟ ୨୦ ହଜାର ଗଛର ରକ୍ଷଣାବେକ୍ଷଣ କରୁଛନ୍ତି ।

Tree Plantation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ