ଏ ହେଉଛନ୍ତି ଏମିତି ଜଣେ ବାପା ଚାରି ଚାରିଟା ଝିଅ ଜନ୍ମକରି ନିଜ ଜୀବନ ହାରି ଦେଲେ । କାରଣ ହେଉଛି ଲାଳନ ପାଳନ କରି ମଣିଷ କରିବାର ଚିନ୍ତା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଲା । ଜୀବନରେ ଅନେକ ଆହ୍ୱାନ୍ ଆସେ , ସମୟ ଅନୁସାରେ ସେ ସବୁ ମଧ୍ୟ ସହଜ ହୋଇଯାଏ, ହେଲେ ଏମିତି ନିଷ୍ପତ୍ତି ପୂରା ଭୁଲ୍ । ଚାରି ଚାରିଟା କଅଁଳା ଝିଅ ପିଲା, ବିଧବା ସ୍ତ୍ରୀ ଓ ମାଆ.. ଏ ଗରିବ ଘରର ଅବସ୍ଥା କଣ ହେଉଥିବ ଏବେ ?