Mamita Murder Case Little Girl Writes Letter To CM Naveen Patnaik
Advertisment
୮ ବର୍ଷର କୁନି ଝିଅ ପିହୁ ବି ଶେଷରେ ଅନୁଭବ କଲା ଏ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ କିଛି ଧ୍ୟାନ ଦିଆଯାଉନି.. ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ଖବର ଶୁଣି ଅତିଷ୍ଟ ହୋଇଯାଇଛି ଏ କୁନି ଝିଅ.. ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରିଛି.. ପୂର୍ବରୁ ପରୀକୁ ନ୍ୟାୟ ଦେବା ପାଇଁ ମଧ୍ୟ ନବୀନଙ୍କୁ ଚିଠି ଲେଖିଥିଲା ପିହୁ.. ହେଲେ ମୁଖ୍ୟମନ୍ତ୍ରୀ କିଛି ଶୁଣିଲେନି.. ଏବେ ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରି ପୁଣି ଚିଠି ଲେଖିଛି ପିହୁ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us