Advertisment

ରାସ୍ତାକଡ଼ରେ ମୂର୍ତ୍ତି ବିକ୍ରି କରି ପାଠ ପଢ଼ିବାକୁ ଟଙ୍କା ସଞ୍ଚୁଛନ୍ତି ଊଷା

ଉଚ୍ଚଶିକ୍ଷା ପାଇଁ ଜାତୀୟ ରାଜପଥ କଡରେ ମୂର୍ତ୍ତି ଗଢୁଛନ୍ତି ଉଚ୍ଚ ଶିକ୍ଷିତା ଝିଅ ଉଷାକିରଣ । ବିଜ୍ଞାନରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଅଭାବ ଯୋଗୁଁ ପାଠ ପଢିପାରିଲେ ନାହିଁ । ଉଷାଙ୍କ ଘର ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ବେଳେ ନିଜର ଉଚ୍ଚ ଶିକ୍ଷା ଓ ଘରକୁ ଆର୍ଥିକ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି ଊଷା ।

Malkangiri Girl Makes Lord Ganesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ