ଆଛା ଲୋକ... ଖାଇବେ ମୋର, ଗାଇବେ ଆଉ କାହାର। ସକାଳଠୁ ସଂଜ ଯାଏ ମୋଠାରୁ ପାନ ଖାଇବେ। ଆଉ ଗରାକି ଆସିଲେ ବତାଇ ଦେବେ ଆଉ ଗୋଟେ ଦୋକାନର ଠିକଣା...