By: Pallipuspa Samal
Last updated: 25 November 2022, 08:50 AM IST
ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀ ପିଉଛନ୍ତି କ୍ଷୀର ! ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏ ଦୃଶ୍ୟ.. ବୌଦ୍ଦ କରଞ୍ଜକଟା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି.. ଆସ୍ଥା ପ୍ରକଟ କରି ଏହି ଦୃଶ୍ୟ ଦେଖିବାକୁ ଲୋକେ ଭିଡ଼ ଜମେଇଛନ୍ତି..