ଗୁଲୁ ତୁମେ ଏମିତି କାହିଁକି କଲ? ମୁଁ କି ଦୋଷ କରିଥିଲି? ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଝିଅ ସହ ଦେଖି ସହିପାରିଲେନି। କମ୍ୟୁଟର କ୍ଲାସ୍‌ ଯିବା ବାଟରେ ନଈକୁ ଡେଇଁ ପଡ଼ିଲେ। କହିଲେ...ତୁମେ ଆଉ କାହା ସହ ବୁଲିବ, ମୁଁ ଦେଖିପାରିବିନି