Koraput’s Shravan Mushroom
Advertisment
କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ। ତଥାପି ଏ ଛତୁ କିଣିବାକୁ ଲୋକେ ଭାରି ଆଗ୍ରହୀ। ଚାଲନ୍ତୁ ଦେଖିବା କୋରାପୁଟରୁ ଏଇ ଶ୍ରାବଣ ଛତୁର କାହାଣୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us