Last updated: 12 October 2023, 10:40 AM IST
ଆଉ ଆଜିକୁ ଗୁଲୁ ପାପାର ମୃତ୍ୟୁକୁ ସାତ ଦିନ ପୁରିଛି। ମହାପାତ୍ର ପରିବାର ବ୍ରାହ୍ମଣ ଭୋଜନ, ସ୍ମୃତି ସଭା କରିବା ସହ ଖବର କାଗଜ ରେ ବିଜ୍ଞାପନ ଦେଇ ଗୁଲୁ ପାପାଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଯାହା ସମାଜକୁ ପ୍ରାଣୀ ପ୍ରେମର ଗୋଟିଏ ନୂଆ ବାର୍ତ୍ତା ଦେଇଛି