ମୁଁ ଛୋଟ ଡେକିଚିରେ ଭାତ ରାନ୍ଧି ଖୁରିରେ ମୁଣ୍ଡେଇକି ଯାଏ.. ଅନେକ ଥର ହିଡ଼ ବାଡ଼ିରେ ପଡ଼ିଛି.. ଖଣ୍ଡିଆ ହୋଇ ରକ୍ତ ବାହାରିଛି.. କିନ୍ତୁ କେବେ ସେ ପଖାଳ କଂସାକୁ ତଳେ ପକେଇନି,,ମୋ ଜୀବନଠାରୁ ମୂଲ୍ୟବାନ ଥିଲେ ସେଇ ପଖାଳ କଂସା..