Last updated: 23 July 2022, 11:27 AM IST
ବେଶ୍ ସଂଘର୍ଷମୟ ଥିଲା ଦ୍ରୌପଦୀଙ୍କ ପିଲାଦିନ। ପାଠ ପଢିବାକୁ ବାପା ଦେଉଥିଲେ ମାସକୁ ମାତ୍ର ୧୦ ଟଙ୍କା। ସେଇଥିରେ ପଢାଖର୍ଚ୍ଚ ସହ...ଭୁବନେଶ୍ୱରରେ ପାଠ ପଢୁଥିଲେ ବି ବୁଲିପାରୁନଥିଲେ ରାଜଧାନୀର ବଜାର...ସଚ୍ଚିବାଳୟରେ ଚାକିରି କଲେ କିନ୍ତୁ ଏଇ କାରଣ ପାଇଁ ଛାଡ଼ିଦେଲେ...ଜାଣନ୍ତୁ କେତେ ସଂଘର୍ଷମୟ ଥିଲା ଦ୍ରୌପଦୀ