By: Chandan Shishu
Last updated: 30 April 2022, 10:37 PM IST
ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ବିଜୁଳି କାଟ ? ୧୦ ହଜାର ମେଗାଓ୍ବାଟ୍ର ଉତ୍ପାଦନ କ୍ଷମତା ସତ୍ତ୍ୱେ କାହିଁକି ପିକ୍ ଚାହିଦା ମେଣ୍ଟାଇ ପାରୁନି ରାଜ୍ୟ ? କେଉଁଠି ରହୁଛି ତ୍ରୁଟି ? ଭିତ୍ତିଭୂମିର ଅଭାବ ନା ଡିମାଣ୍ଡ ସାଇଡ୍ ମ୍ୟାନେଜମେଣ୍ଟରେ ଅଧିକାରୀଙ୍କ ବିଫଳତା ?