Advertisment

୧୪ଥର ଚାମ୍ପିଅନ୍ ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଜିତିଲା ଭାରତ

ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା ।  ବିଶ୍ୱ ପୁରୁଷ ଟିମ୍ ଚାମ୍ପିଅନସିପ୍ କୁହାଯାଉଥିବା ଥୋମାସ୍ କପ୍ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ୍ ବିଜେତା ଭାବେ ନିଜ ନାମକୁ ଲିପିବଦ୍ଧ କରିଛି  ଭାରତ ।

Advertisment

ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା ।  ବିଶ୍ୱ ପୁରୁଷ ଟିମ୍ ଚାମ୍ପିଅନସିପ୍ କୁହାଯାଉଥିବା ଥୋମାସ୍ କପ୍ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ୍ ବିଜେତା ଭାବେ ନିଜ ନାମକୁ ଲିପିବଦ୍ଧ କରିଛି  ଭାରତ ।  ତାହା ପୁଣି ୧୪ ଥରର ବିଜେତା ଇଣ୍ଡୋନେସିଅକୁ ୩-୦ରେ ହରାଇ  ବ୍ୟାଙ୍କକେର ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ବାଜିମାତ୍ ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଫୋନରେ କଥା ହୋଇ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି  । 

Advertisment
Thomas Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ