By: Pallipuspa Samal
Last updated: 10 December 2021, 09:00 PM IST
ଓଡ଼ିଶାରେ ଓମିକ୍ରନ୍ ଟେନସନ୍ରୁ ସାମାନ୍ୟ ଆଶ୍ୱସ୍ତି । ଏଯାଏଁ ରାଜ୍ୟକୁ ପଶିନି କୋଭିଡ୍ର ଦ୍ରୁତ ସଂକ୍ରାମକ ମାରାତ୍ମକ ଭ୍ୟାରିଆଣ୍ଟ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILSର ସଦ୍ୟତମ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଆଶ୍ୱସ୍ତ ହୋଇଛି ରାଜ୍ୟ ।