ପେଟ ପାଟଣା ପାଇଁ ସେ ଯାଇଥିଲେ ୱାର୍ ଜୋନକୁ । ସିକ୍ୟୁରିଟି ହେଲ୍ପର ଭାବରେ ନିଯୁକ୍ତି ହେଲେ ମୋଟା ଅଙ୍କର ଦରମା ପାଇଲେ । ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା । ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ହାରିବାକୁ ପଡ଼ିଲା ଜୀବନ । ଗୁଜରାଟ ସୁରତର ହାମିଲ ଅଶ୍ୱିନୀଭାଇ ମଙ୍ଗୁକିଆ ଯୁଦ୍ଧ କ୍ଷେତ୍ରରେ ଜୀବନ ହାରିଛନ୍ତି । ଏପରେ ପୁଅକୁ ଝୁରି ଝୁରି ମା ଆଖିରୁ ଲୁହ ଶୁଖୁନି....