By: Pallipuspa Samal
Last updated: 15 March 2023, 11:00 AM IST
ଗୋଟିଏ ପରୀକ୍ଷା ସଜାଡିବ ଦୁଇ ଜଣଙ୍କ ଭାଗ୍ୟ। ପାସ ହେଲେ ଜଣେ କଲେଜ୍ ଯିବେ ଆଉ ଅନ୍ୟ ଜଣଙ୍କ ଆତ୍ମ ବିଶ୍ୱାସ ଦୃଢ ହେବ। କିନ୍ତୁ ଏବେ ଉଭୟେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି।