Advertisment

ଦୁଇ କୁନିଝିଅ ଦେଲେ ବନ୍ଧୁତ୍ୱର ଶ୍ରେଷ୍ଠ ଉଦାହରଣ, ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ

କୁନିକୁନି ଝିଅ ଦୁଇଟି। ସେମାନେ ଜାଣନ୍ତି ନାହିଁ ବନ୍ଧୁତା କ’ଣ। ହେଲେ ଦୁହେଁ ପାଲଟିଛନ୍ତି ବନ୍ଧୁତ୍ୱର ଶ୍ରେଷ୍ଠ ଉଦାହରଣ। ଜଣେ ଚାଲି ପାରୁନଥିବାରୁ, ଆଉଜଣେ ତାକୁ ପିଠିରେ ବୋହିନିଏ ସ୍କୁଲ। ହ୍ୱିଲ-ଚେୟାରରେ ବସାଇ ଠେଲି ଠେଲି ନିଏ ଗୋଟିଏ କିଲୋମିଟର। ଝାଡ଼ା ପରିସ୍ରା କିମ୍ବା ଖାଇବାକୁ ଗଲେ ବି ସାଙ୍ଗ ପିଠିରେ ଯାଏ ସାଙ୍ଗ। ଏ ଭିଡିଓ ଦେଖିଲେ ଆପଣଙ୍କ ଆଖି ଛଳଛଳ ହେଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ