fast food stall
Advertisment
ନିଜ ଚାରିପାଖର ଟାହିଟାପରା ଏମାନଙ୍କୁ ଅଟକାଇ ପାରିନି। ନିଜ ଗୋଡ଼ରେ ଠିଆ ହେବା ପାଇଁ ଏ କଲେଜ ପଢୁଆ ଝିଅମାନେ ରାସ୍ତାକଡ଼ରେ ଖୋଲିଛନ୍ତି ଫାଷ୍ଟଫୁଡ଼ ଦୋକାନ। ଦିନରେ ପାଠପଢ଼ା ରାତିରେ ଦୋକାନୀ। ପାଲଟିଛନ୍ତି ନାରୀ ସଶକ୍ତିକରଣର ଉଜ୍ୱଳ ଉଦାହରଣ।