Power Outage
Advertisment
ଘନ ଘନ ପାଓ୍ୱାର କଟ୍କୁ ନେଇ ଜନ ଅସନ୍ତୋଷ ପରେ ଚେତିଲେ ରାଜ୍ୟ ସରକାର। ଆଜି ସ୍ଥିତିର ସମୀକ୍ଷା କରି ଦିନରେ ପାଓ୍ୱର କଟ୍ ନକରିବା ଏବଂ ନିରବଛିନ୍ନ ଭାବେ ବିଜୁଳି ଯୋଗାଇ ଦେବାକୁ ଡିସ୍କମ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିବା ଓଡ଼ିଶାରେ କାହିଁକି ନିଅଣ୍ଟ ପଡୁଛି ବିଦ୍ୟୁତ୍ ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us