Family seeks for government aid for son’s treatment in Odisha’s Angul
Advertisment
ସାରଥୀଙ୍କ ନାକର ବାହାର ପଟେ ମାଂସ ବଢ଼ିବା ଆରମ୍ଭ କରିଛି.. ଏତେ ବଢିଯାଇଛି ଯେ ଏକ ବଡ଼ ମାଂସ ପିଣ୍ଡୁଳା ଭଳି ଦେଖାଯାଉଛି.. ଏମିତି ଅବସ୍ଥାରେ ସାରଥୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେଲା ବେଳେ ବି ପ୍ରବଳ କଷ୍ଟ ହେଉଛି.. ଭୋକରେ ପେଟ ପୋଡ଼ିଯାଉଛି.. ହେଲେ ଯାହା ଖାଇଲେ ବାନ୍ତି ହେଇଯାଏ..ଧୀରେ ଧୀରେ ସାରଥୀ ଦୁର୍ବଳ ହେବାକୁ ଲାଗିଲେଣି.. ଶରୀରରେ ହାଡ଼ ଫୁଟିକି ଦେଖାଯାଉଛି..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us