Advertisment

ଦୂର ହେଉ କୁତ୍ସିତ ପ୍ରଥା; ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ!

ଆଜିର ଦିନରେ ରାଷ୍ଟ୍ରର ମୁଖ୍ୟ ଭାବେ ଅବସ୍ଥାପିତ ହୋଇ ଗୌରବ ପାଲଟିଛନ୍ତି ଓଡ଼ିଆ ଝିଅ । ଏପଟେ କିନ୍ତୁ ରାଜ୍ୟରେ ଆଜି ବି ଲୋପ ପାଇନି ମହିଳା ବିରୋଧୀ କୁତ୍ସିତ ପ୍ରଥା । ବସ୍ ଯାତ୍ରା ଆରମ୍ଭ ବେଳେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍ ଭିତରକୁ ପ୍ରବେଶ ଅନୁମତି ପାଇଁ ଏବେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

Odisha State Women Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ