ଫୁଟ୍ ପାଥରେ ଦଳ ଦଳ ବୁଲା କୁକୁର ଶୋଇଛନ୍ତି। ପୁଣି ଜଣେ ବୃଦ୍ଧାଙ୍କ ପାଖରେ। ସିଏ ବି ଶୀତ କାକରରେ ନିଆଁ ଜାଳି ବସିଛନ୍ତି। ହେଲେ କିଏ ଏହି ମହିଳା ? କଣ ପାଇଁ ଏମିତି ଏତେ ବୁଲା କୁକୁରମାନଙ୍କୁ  ଆଶ୍ରୟ ଦେଇଛନ୍ତି ? ମାଆ ପରି ପାଳୁଛନ୍ତି ଏଇ ବୁଲା କୁକୁର ମାନଙ୍କୁ..