Elderly man in Nayagarh cries
Advertisment
ଭୋ ଭୋ ହୋଇ କାନ୍ଦୁଛି ୯୨ ବର୍ଷର ବୁଢା । ପଚାରୁନାହାନ୍ତି ପୁଅ...ମନ୍ଦିର ମନ୍ଦିର ବୁଲି ଭିକ ମାଗୁଛି...ଯିଏ ଯାହା ଦେଲା ଗଣ୍ଡାଏ ଖାଉଛି । ପ୍ରଶାସନଠୁ ହାଇକୋର୍ଟ..ସମସ୍ତଙ୍କୁ ଗୁହାରି କଲେଣି କିନ୍ତୁ ସମସ୍ୟାର ସମାଧାନ ହୋଇନି । ଅଭିଯୋଗ କାଗଡକୁ ଏକାଠି କଲେ ବସ୍ତେ ହେବ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us