By: Manoranjan Behera
Last updated: 21 August 2023, 11:18 PM IST
କାବୁକୁ ଆସୁନି ଡେଙ୍ଗୁ । ଗତବର୍ଷ ତୁଳନାରେ ୫୦ ପ୍ରତିଶତ ବଢ଼ିଗଲାଣି ଡେଙ୍ଗୁ ପଜିଟିଭ୍ କେସ୍ ସଂଖ୍ୟା । କ୍ୟାପିଟାଲ୍ ହସ୍ପିଟାଲରେ ପ୍ରତିଦିନ ବାହାରୁଛନ୍ତି ୬୦-୭୦ ଡେଙ୍ଗୁ ପଜିଟିଭ୍..