Advertisment

ମହାପ୍ରଭୁ ଜଗନ୍ନାଥଙ୍କ ନୀତିରେ ପୁଣି ମହାବିଭ୍ରାଟ

ମହାପ୍ରଭୁ ଜଗନ୍ନାଥଙ୍କ ନୀତିରେ ପୁଣି ମହାବିଭ୍ରାଟ। କାଲି ରାତିରେ ପହୁଡ଼ ନହୋଇ ଅନିଦ୍ରା ରହିଲେ ଦିଅଁ। ଭୋଗମଣ୍ଡପରେ ରାତିତମାମ ପଡ଼ି ରହିଲା ଶହ ଶହ କୁଡୁଆ ମହାପ୍ରସାଦ। ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ। ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ

Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ