ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍‌ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ...ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।