ଅଦ୍ୟତନ ହୋଇଛି
Cuttack | Elephant Stuck Near Mundali Bridge, Rescue Operation Underway | Reaction Of Officials
Advertisment
ପାଣିରେ ଭାସି ଯାଉଛି ଦନ୍ତା। କୂଳକୁ ଆସିବାକୁ ଚେଷ୍ଟା ବି କରୁଛି। ସମୟ ବଢ଼ିବା ସହ ବଢ଼ୁଛି ହାତୀ ପ୍ରତି ବିପଦ।ଚାରିଆଡେ ପ୍ରଖର ପାଣି। ପାଣି ମଝିରେ ଫସିଛି ହାତୀ। କୂଳକୁ ଆସିବାକୁ ଚେଷ୍ଟା କରୁଛି କିନ୍ତୁ ପାରୁନି। ଇଏ ଦେଖନ୍ତୁ ମୁଣ୍ଡଳୀର ଚିତ୍ର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us