Musical Instrument
Advertisment
ଧୀରେ ଧୀରେ ଲୋପ୍ ପାଉଛି କୌଳିକ ବୃତ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମୃଦଙ୍ଗ କାରୀଗରଙ୍କ ଉପରେ ଦାଉ ସାଜିଛି କରୋନା । । ଗତ ୨ ବର୍ଷରେ କରୋନା ଯୋଗୁ ମେଳା ମହୋତ୍ସବ, ବାହାଘର ବନ୍ଦ ହେବାରୁ ଲୋକେ ବାଦ୍ୟଯନ୍ତ୍ର ଆଉ କିଣୁ ନାହାନ୍ତି । ପରଶ୍ରମ ଅନୁସାରେ ଆବଶ୍ୟାକୀୟ ଅର୍ଥ ମିଳି ପାରୁନାହିଁ କାରୀଗରଙ୍କୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us