By: Tanmay Kumar Mahalik
Last updated: 30 January 2024, 09:09 AM IST
ପରିଶ୍ରମରେ ଯଦି ସ୍ତ୍ରୀଙ୍କ ସହଯୋଗ ମିଳିଗଲା ତାହାଲେ ତାକୁ ହିଁ କୁହନ୍ତି ଭାଗ୍ୟ.. ଏମିତି ଜଣେ ପରିଶ୍ରମୀ ଭାଗ୍ୟବାନ ହେଉଛନ୍ତି ସହଦେବ ପରିଡା.. ଉପାୟ ଖୋଜୁ ଖୋଜୁ ସାଧନ ସହ ମିଳିଗଲା ସ୍ତ୍ରୀ କୃଷ୍ଣପ୍ରିୟାଙ୍କ ସହଯୋଗ..ଆଉ ତା ପରେ..