By: Pallipuspa Samal
Last updated: 06 September 2022, 02:58 PM IST
ଫେସବୁକରେ ପ୍ରେମ ହୋଇଥିଲା। ପ୍ରେମ ବିବାହର ରୂପ ନେଲା। ବାହାଘରର ଦୁଇ ମାସ ପରେ ଦୁହେଁ ଏକାଠି ବିଷ ପିଇ ଆତ୍ମହତ୍ୟା କରିଦେଲେ। ଏ ଖବର ସାରା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚା। ହେଲେ କାହିଁକି ଏଯାଏଁ ଜଣା ପଡ଼ିନି