Advertisment

ମୋଦି ଜୀ...ପେନସିଲ୍‌ ଦାମ ବଢାଇଲ, ମାଆ ମତେ ମାରୁଛି...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା କୁନି ଝିଅ। କହିଲା, ମୋଦି ଜୀ...ପେନସିଲ, ରବର ଆଉ କଟର ସବୁ ଦାମ ବଢାଇ ଦେଲେ। ସ୍କୁଲରେ ପେନସିଲ୍‌ ହଜେଇ ଦେବାରୁ ମାଆ ମତେ ପ୍ରବଳ ମାରୁଛି। ମୁଁ ଏବେ କରିବି କଣ? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କୁନି ଝିଅର ଚିଠି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ