Last updated: 01 February 2022, 08:59 AM IST
ଡ୍ୟାଡି, ମମି....ସୋନାଲି ମତେ ଧୋକା ଦେଲା...ମୁଁ ବଂଚିବାକୁ ଚାହୁଁନି। ୩୦ ବର୍ଷ ହେଲା ଠାକୁରଙ୍କୁ ଡାକୁଥିଲି କିନ୍ତୁ କିଛି ହେଲାନି,ମୋ ଜୀବନଟା ମୋ ପାଇଁ ବୋଝ ହୋଇଗଲା...ସୋନାଲି ମତେ ବହୁତ ତଡପେଇଲା। ଏମିତି କିଛି ସୁଇସାଇଡ୍ ନୋଟ୍ରେ ଲେଖି ଆତ୍ମହତ୍ୟା କଲେ ସୌମ୍ୟ, ଦେଖନ୍ତୁ ଏହି ନୋଟ୍