Advertisment

ରାଜ୍ୟରେ ସ୍ୱାସ୍ଥ୍ୟସେବା କଣ ଏମିତି ! ଡାକ୍ତର ଅଭାବ ସାଙ୍ଗକୁ ମିଳୁନି ସର୍ବନିମ୍ନ ମୌଳିକ ସୁବିଧା

ଗୋଟିଏ ପଟେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବାର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ଆର ପଟେ ଭଗବାନ ଭରସାରେ ଚାଲିଛି ରୋଗୀସେବା। ସରକାରୀ ଡାକ୍ତରଖାନା ଗୁଡ଼ିକରେ ମୌଳିକ ସୁବିଧା ଅଭାବରୁ ହୀନସ୍ତା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଡାକ୍ତର ଅଭାବରୁ ଚିକିତ୍ସା ନପାଇ ରୋଗୀ କଲବଲ ହେବା ତ ଦେହସୁହା ହୋଇଗଲାଣି। ସେଦିଗ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି କି ନାହିଁ, ତାହା ଭଗବାନଙ୍କୁ ଜଣା। ହେଲେ ମେଡ଼ିକାଲ ଗୁଡ଼ିକର ଅବ୍ୟବସ୍ଥା କହିଦେଉଛି, ଚିକିତ୍ସା ସେବା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା କେତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ