Advertisment

SOPରେ ସତ୍କାର ହେବ ଟ୍ରେନ ଟ୍ରାଜେଡିର ୨୮ ଅଜଣା ମୃତଦେହ, ଅନ୍ତିମ ସଂସ୍କାର ପାଇଁ BMCର ପ୍ରସ୍ତୁତି

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିରେ ଆହୁରି ଅଚିହ୍ନା ହୋଇ ରହିଯାଇଛି ୨୮ ମୃତଦେହ। କେଉଁ ରାଜ୍ୟର ଜଣାପଡୁନି କି ଦାବିଦାର ବି କେହି ଆସୁନାହାନ୍ତି। ତେଣୁ ଭୁବନେଶ୍ୱର AIIMSରେ ସଂରକ୍ଷିତ ଥିବା ଏହି ମୃତଦେହ ଗୁଡ଼ିକର ସମୂହ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି। ଆଗାମୀ
ଦିନେ ଦୁଇ ଦିନ ଭିତରେ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଅଚିହ୍ନା ମୃତଦେହଗୁଡ଼ିକର ସଂସ୍କାର ପାଇଁ ପ୍ରସ୍ତୁତ ହେଉଛି ବିଏମସି। ତେବେ ଏଥିପାଇଁ ଜାରି ହୋଇଛି ଏସଓପି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ