ଦିଲ୍ଲୀ ହେଉ କି ପଂଜାବ। ଯେଉଁଠି ଆମ୍ ଆଦମୀ ପାର୍ଟି ଜିତେ, ସେଠି ସାମ୍ନାକୁ ଆସନ୍ତି ଏ କୁନି ବେବି। ଏବେ ସାରା ଦେଶରେ ଏହି ‘କୁନି କେଜ୍ରିୱାଲ’ ଚର୍ଚ୍ଚା । ଜାଣନ୍ତୁ କିଏ ଏହି କେଜ୍ରିୱାଲ। କାହିଁକି ତାଙ୍କର ଏହି ଲୁକ୍