Awas Yojana
Advertisment
ମାଟି କାନ୍ଥର ଘର ଭାଙ୍ଗି ମାଟିରେ ପଡ଼ିଛି । ଘରଟେ ପାଇଁ ସମସ୍ତଙ୍କୁ ଦୀର୍ଘ ବର୍ଷ ଧରି ନେହୁରା ହୋଇଥିଲେ ବି କେହି ଶୁଣିଲେଣି । ଶେଷରେ ଯେଉଁ ଦଦରା କୁଡ଼ିଆଟେ ଥିଲା ସେ ବି ଭାଙ୍ଗିଗଲା, ଆଉ ଜୀବନ ଅଳ୍ପକେ ବର୍ତ୍ତିଗଲା । କାନ୍ଦି କାନ୍ଦି କେମିତି ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି କହୁଛନ୍ତି ବୃଦ୍ଧ ଦମ୍ପତ୍ତି । ପ୍ରଦୀପ ଓ ଅଂଜନି ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ନୁହନ୍ତି ? ଏମାନଙ୍କ ପାଖରେ କ’ଣ ବଦଳି ଯାଇଛି ପ୍ରକୃତ ହିତାଧିକାରୀର ସଜ୍ଞା ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us