By: Manoranjan Behera
Last updated: 31 October 2022, 04:33 PM IST
ଦୁହେଁ ପ୍ରେମ ବିବାହ କରିଥିଲେ। ୨୨ ବର୍ଷ ଧରି ସଂସାର ଚଳାଉଥିଲେ। ଦୁଇ ଦୁଇଟି ପୁଅ। ହେଲେ ସ୍ତ୍ରୀଙ୍କୁ ରୋଗ ମାଡି ବସିବାରୁ ସ୍ୱାମୀ ଏବେ ନିରାଶ। ୨୨ ବର୍ଷର ସମ୍ପର୍କ କଣ ଏଇ ଟିକିଏ କଥାରେ ଭାଙ୍ଗିଯିବ ?