Army aspirant kills
Advertisment
ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍ଲାଇନ୍ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ ବୃଥା ଯିବା ଅନୁଭବ କରିବା ପରେ ଜୀବନ ହାରିଦେଲେ। ଯେଉଁ ଦୁଆରୁ ପୁଅ ଚାକିରି କରିବା ପାଇଁ ବାହାରି ଥାଆନ୍ତା, ସେଇ ଦୁଆରୁ ଆଜି କୋକେଇ ଉଠିଲା...ଦେଖନ୍ତୁ ସେଇ ଦୃଦୟ ବିଦାରକ ଦୃଶ୍ୟ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us