Advertisment

ବଢିବାରେ ଲାଗିଛି ଜିଭର ମାଂସ...ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୁକ

ସମୟ ଗଡୁଛି, ଯନ୍ତ୍ରଣା ବଢୁଛି ଆଉ ରୋଗ ବି ମାଡୁଛି। ଜିଭରେ ଭୟଙ୍କର ଭାବରେ ବଢୁଛି ମାଂସ ପିଣ୍ଡୁଳା...ଖାଇପାରୁନାହାନ୍ତି କି ଭଲରେ କଥା ବି କହିପାରୁନାହାନ୍ତି। ବାପା କାମ କଲେ ଘର ଚଳିବ..ସେଇଠି ପୁଅର ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ଆସିବ କେଉଁଠୁ? ସରକାର ମତେ ଭଲ କରିଦିଅନ୍ତୁ ବୋଲି ହାତ ଯୋଡି ବିନତି କରୁଛନ୍ତି ସୁକଦେବ

Youth Tongue Muscle Growth Abnormal Unbearable Pain Undergoing Apana Eka Nuhanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ