Apana Eka Nuhanti | OTV Impact | 30-Month-Old Sonepur Child Receives Treatment
Advertisment
ପୁଅ ଜନ୍ମ ହେବା ପରେ ଘରେ ଖୁସି ଖେଳିଯାଇଥିଲା, ହେଲେ ପୁଅକୁ ଦେଖା ନଯିବା ଜଣାପଡ଼ିବା ପରେ ମାଡ଼ି ଆସିଲା ଦୁଃଖର କଳାବାଦଲ। ଆଖି ଅପରେସନ୍ ପାଇଁ ସବୁ ବିକିଦେଲେ ପରିବାର ଲୋକ। ପରେ ଆପଣ ଏକା ନୁହନ୍ତିରେ ଖବର ବାଜିବା ପରେ ତତ୍ପରତା ଦେଖାଇଲା ବ୍ଲକ୍ ପ୍ରଶାସନ। ଏବେ ସାଇଙ୍କ ପାଖକୁ ଛୁଟିଲା ସାହାଯ୍ୟର ସୁଅ..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us